୨୮ ହଜାର ବର୍ଷ ପୂର୍ବର ମଣିଷ କେମିତି ଥିଲା ( ଐତିହାସିକ ଅନ୍ଵେଷଣ -2 )

 ଲଣ୍ଡନ : ଆଦି ମାନବର କ୍ରମ ବିବର୍ତନ ଦୂଆରା ଆଧୂନିକ ମଣିଷ ର ସୃଷ୍ଟି ହୋଇଥିଲା ବୋଲି ଆମେ ଇତିହାସରେ  ପଢିଛୁ | କ୍ରମ ବିବର୍ତ୍ତନ ପ୍ରକ୍ରିୟା ପାଇଁ ଯୁଗ ଯୁଗ ଲାଗୁଥିଲା ବୋଲି ଐତିହାସିକ ମାନେ ମତ ଦେଇଥିଲେ | ନିକଟରେ ଏହା ମିଥ୍ୟା ପ୍ରମାଣିତ ହୋଇଛି | ଯୁଗ ଯୁଗ ନୁହେ ମାତ୍ର ୨୮ ହଜାର ବର୍ଷ ପୂର୍ବେ ଦୁନିଆର ଆଦିମାନବ ବାସ କରୁଥିଲା ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି | ଦକ୍ଷିଣ ୟୋରୋପରେ ସେମାନେ ଆଧୁନିକ ମଣିଷ ସୃଷ୍ଟିହେବା ପରେ ମଧ୍ୟ ବାସ କରୁଥିଲେ | ସେମାନେ ଧାରୁଆ ଅସ୍ତ୍ରକୁ ଶିକାର କରିବାପାଇଁ ବ୍ୟବହାର କରୁଥିଲେ | ପ୍ରାୟ ୪୦୦୦ ବର୍ଷ ପର୍ଯ୍ୟନ୍ତ ଉଭୟ ଆଧୁନିକ ମଣିଷ ଓ ଆଦି-ମାନବ ଏକା ସଙ୍ଗେ ବାସ କରୁଥିଲେ | ଲଣ୍ଡନର ଜିବ୍ରାଲଟାର ମ୍ୟୁଜିୟମ ର ପ୍ରୋଫେସର କ୍ଲାୟଭ ଫିନଲାଏସନ ଏହା ପ୍ରକାଶ କରିଛନ୍ତି | ଆଦି ମାନବକୁ ଆଧୁନିକ ମଣିଷର ପୂର୍ବପୁରୁଷ ବୋଲି ବିବେଚନା କରାଯାଉଛି | ସେମାନେ ୟୋରୋପ, କେନ୍ଦ୍ର ଓ ପଶ୍ଚିମ ଏସିଆରେ ବସ କରୁଥିଲେ| ଇତିହାସ ପୁସ୍ତକରେ ଆଦି ମାନବକୁ ବିକୃତ ଅକାରରେ

Read more

ଚାଲନ୍ତୁ ଜାଣିବା ବେଙ୍ଗର ସୃଷ୍ଟି ( ଐତିହାସିକ ଅନ୍ଵେଷଣ – ୧ ), କେମିତି ସୃଷ୍ଟି ହୋଇଥିଲା ବେଙ୍ଗ

ପ୍ରାୟ ୪୦୫୦୦୦୦୦୦ ବର୍ଷ  ତଳର କଥା | ସେ ସମୟ କୁ ବୈଜ୍ଞାନିକମାନେ ଡେଭୋନିଆନ ଯୁଗ ବୋଲି କହନ୍ତି | ସେଇ ଯୁଗ ରେ ପାଣି ଭିତରେ ଲୋବେ-ଫିନସ ନାମକ ଏକ ଜାତିର ମାଛ

Read more